ଡିଣ୍ଡିମ Ḍiṇḍima
- ସଂ. ବି. (ଡିଣ୍ଡି=ଅନୁକରଣ ଶବ୍ଦ+ମି ଧାତୁ=କ୍ଷେପଣ କରିବା +କର୍ତ୍ତୃ ଅ, ତୁଳ, ଇଂ. ଡ୍ରମ୍) — ଆନଦ୍ଧ ହାଣ୍ଡିପରି ଏକମୁଖା ବାଦ୍ୟ; ଡେଙ୍ଗୁରା; ନାଗରା — Drum; tomtom; tabor; kettle-drum
- ସଂ. ବି. (ଡିଣ୍ଡି=ଅନୁକରଣ ଶବ୍ଦ+ମି ଧାତୁ=କ୍ଷେପଣ କରିବା +କର୍ତ୍ତୃ ଅ, ତୁଳ, ଇଂ. ଡ୍ରମ୍) — ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ବ. ଗୀତ।
- ସଂ. ବି. (ଡିଣ୍ଡି=ଅନୁକରଣ ଶବ୍ଦ+ମି ଧାତୁ=କ୍ଷେପଣ କରିବା +କର୍ତ୍ତୃ ଅ, ତୁଳ, ଇଂ. ଡ୍ରମ୍) — କୃଷ୍ଣପାକ ଫଳ (ହି. ଶବ୍ଦସାଗର); କରନ୍ଦା (ଦେଖ) — A kind of acidish sweet berry