ଡିଗ୍ରୀ ଟଙ୍କା Ḍigrī ṭaṅkā

  • ଦେ. ବି.—(କଚିରିଆ ଭାଷା) — ଡିଗ୍ରୀଦାର୍ ଦେଣଦାର୍ ଠାରୁ ପାଇବା ପାଇଁ ଅଦାଲତ ଡିଗ୍ରୀ ଦେଇଥିବା ଟଙ୍କା; ଜର ଡିଗ୍ରୀ — Decretal amount
  • ଦେ. ବି.—(କଚିରିଆ ଭାଷା) — [ଦ୍ର—ଡିଗ୍ରୀ ଟଙ୍କା ଆଦାୟ ହେବା ପାଇଁ ଦେଣଦାର୍ର ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ନିଲାମ ହୁଏ। ଏବଂ ଦେଣଦାର୍ର ଶରୀରରୁ (ଅର୍ଥାତ୍ ଡିଗ୍ରୀ ଟଙ୍କା ଆଦାୟ ହେବା ପର୍ଯ୍ୟନ୍ତ ଦେଣଦାରକୁ ଗିରଫ କରାଇ ଦେୱାନ୍ଫାଟକରେ ବନ୍ଦୀ କରି ରଖିବା ଦ୍ୱାରା) ମଧ୍ୟ ଡିକ୍ରି ଡିଗ୍ରୀ ଟଙ୍କା ଆଦାୟ କରା ଯାଏ।]