ଡିକ୍ସିନାରୀ Ḍik-sinārī

  • ବୈଦେ. ବି. (ଇଂ. ଡିକ୍ସନାରୀ) — ଅଭିଧାନ ଗ୍ରନ୍ଥ; ଭାଷାକୋଷ ଶବ୍ଦକୋଷ; ଯେଉଁ ପୁସ୍ତକରେ କୌଣସି ଭାଷାର ଶବ୍ଦ ମାନଙ୍କର ଅର୍ଥ ଲେଖା ହୋଇଥାଏ — Dictionary; lexicon