ଡିଆଁ ଡ଼େଇଁ Ḍiāñ ḍeiñ

  • ଦେ. ବି (ସହଚର ଶବ୍ଦ) — କୁଦା; ଲମ୍ଫ — Jump; leap
  • ଦେ. ବି (ସହଚର ଶବ୍ଦ) — ଦଉଡ଼ିବା — Running; bounding along; frisking
  • ଦେ. ବି (ସହଚର ଶବ୍ଦ) — ଏକାଧିକଥର ଡେଇଁବା କର୍ମ; କୁଦାକୁଦି; ଲମ୍ଫଝମ୍ପ — Repeated leaping