ଡିଆଁ ବେଙ୍ଗ Ḍiāñ beṅga

  • ଦେ. ବି. — ଏକପ୍ରକାର ମସୃଣଶରୀରବିଶିଷ୍ଟ ବେଙ୍ଗ, ଏମାନେ ବହୁତ ବ୍ଯବଧାନ ଡେଇଁ ପାରନ୍ତି — Leaping frog (a kind of frog)
  • ଦେ. ବି. — [ଦ୍ର—ଲୋକଙ୍କର ବିଶ୍ୱାସ ଯେ ଏମାନେ ମନୁଷ୍ୟର ଆଖିକୁ ଡେଇଁ ପଡ଼ନ୍ତି।]