ଡାହି Ḍāhi

  • ଦେ. ବି. — ବୃକ୍ଷର ଡାଳ — Branch
  • ଦେ. ବି. — ଛୋଟ ଡାଳ — Small branch
  • ଦେ. ବି. — ପୁଷ୍ପିତ ଏବେ ତୋର ହୋଇଛି ଡାହି—ମଧୂସୁଦନ. ଉତ୍ତର ରାମଚରିତ।