ଡାହାଳ କୁକୁର Ḍāhāḻa kukura

  • ଦେ. ବି. (ସଂ ଦଳିକ=ଡାଳ+କୁକ୍କୁର; ଏମାନଙ୍କର ଦେହ ଡାଳ ପରି ସରୁ ଥିବାରୁ) — ଏକପ୍ରକାର ଦୀର୍ଘକାୟ କ୍ଷୀଣକଟୀ ଲମ୍ବପାଦ ଗୋଜିଆମୁହାଁ ଶିକାରୀ କୁକୁର — Grey hound
  • ଦେ. ବି. (ସଂ ଦଳିକ=ଡାଳ+କୁକ୍କୁର; ଏମାନଙ୍କର ଦେହ ଡାଳ ପରି ସରୁ ଥିବାରୁ) — [ଦ୍ର—ଏମାନଙ୍କର ଦେହ ଲମ୍ବ ଓ ଛାପି— ଛାପିକା; ମୁଣ୍ଡ ଛୋଟ ଓ ମୁହଁ ଗୋଜିଆ; ପାଦ ସରୁ ଓ ଲମ୍ବ; ଉଦର ଓ କଟି ଅତ୍ୟନ୍ତ କୃଶ; ଦେହର ଲୋମ ପାତଳା ଏବଂ ଛୋଟ ଛୋଟ। ଏମାନେ ଅତି ଦ୍ରୁତଗାମୀ। ଏମାନଙ୍କୁ କୌଣସି ଜନ୍ତୁକୁ ଦେଖାଇ ଦେଲେ ବା ଜନ୍ତୁଠାରେ ଲଗାଇ ଦେଲେ ଉକ୍ତ ଜନ୍ତୁ ଏମାନଙ୍କ ଠାରୁ ସହଜରେ ପରିତ୍ରାଣ ପାଏ ନାହିଁ।]