ଡାହାଣିଆଁ ଦିଶିବା Ḍāhāṇiāñ diṡibā

  • ଦେ. ବି — (କୌଣସି ବ୍ଯକ୍ତି ବା ଜୀବ) ଶ୍ରୀହୀନ ଓ ଶୀର୍ଣ୍ଣ ଦେଖାଯିବା — To Look pale and emaciated
  • ଦେ. ବି — [ଦ୍ର—ଲୋକେ ବିଶ୍ୱାସ କରନ୍ତି ଯେ ଯେଉଁ ସୁନ୍ଦର ଶିଶୁ ବା ଖାଦ୍ୟ ପଦାର୍ଥକୁ ଡାହାଣୀ ଖାଇଥାଏ ବା ଶୋଷିଥାଏ ତାହା ଶୁଖିଯାଏ ଓ ଶ୍ରୀହୀନ ହୁଏ।]