ଡାହାଣ ବାଆଣ Ḍāhāṇa bā-āṇa

  • ଦେ. ବି. (ସଂ. ଦକ୍ଷିଣ+ବାମ) — ଦକ୍ଷିଣ ଓ ବାମପାର୍ଶ — Right and left sides
  • ବିଣ — ଦକ୍ଷିଣ ଓ ବାମପାର୍ଶ୍ୱରେ ଅବସ୍ଥିତ — Situate on the right and on the left sides