ଡାସ୍ Ḍās
- ବୈଦେ. ବି (ଇଂ. ଡାଷ୍) — ଲେଖିବାବେଳେ ବ୍ଯବହୃତ ବିଶିଷ୍ଟ ବିରାମ—ଚିହ୍ନସୂଚକ ଏକପ୍ରକାର ଗାର (—); 2 ଟି ପରସ୍ପରସମ୍ବଦ୍ଧ ଶବ୍ଦର ସଂଯୋଜକ ଚିହ୍ନ — ଲେଖିବାବେଳେ ବ୍ଯବହୃତ ବିଶିଷ୍ଟ ବିରାମ—ଚିହ୍ନସୂଚକ ଏକପ୍ରକାର ଗାର (—);2ଟି ପରସ୍ପରସମ୍ବଦ୍ଧ ଶବ୍ଦର ସଂଯୋଜକ ଚିହ୍ନ— Dash
- ବୈଦେ. ବି (ଇଂ. ଡାଷ୍) — [ଦ୍ର—ଗୋଟିଏ ଶବ୍ଦର କେତେକ ଅଂଶ ଏକ ଧାଡ଼ିରେ ଥାଇ ଜାଗା ନ ଅଣ୍ଟିଲେ ସେଠାରେ ଗୋଟିଏ ଡାସ୍ ଦେଇ ଅନ୍ଯ ଧାଡ଼ିରେ ବାକି ଅଂଶତକ ଲେଖାଯାଏ। ଏହା ଗୋଟିଏ ଛୋଟ ବାମରୁ ଦକ୍ଷିଣକୁ ଲମ୍ବ ଗାର।]