ଡାଳି ମୁଣ୍ଡା Ḍāḻi muṇḍā

  • ଦେ. ବି — ଯେଉଁ ଲଙ୍ଗଳମୁଣ୍ଡା ଗଛର ଗଣ୍ଡି ଅଂଶର କାଠରୁ ତିଆରି ନ ହୋଇ ଗଛର ଡାଳ କାଠରୁ ତିଆରି ହୋଇ ଥାଏ — Plough made from the branch portion of a tree (and not from its trunk.)