ଡାଳି ପଣସ Ḍāḻi paṇasa

  • ଦେ. ବି — ଏକ ଜାତୀୟ ପଣସ (ଏହା ସାଧାରଣତଃ ଗଛର ଗଣ୍ଡିରେ ନ ଫଳି ଡାଳରେ ଫଳେ) — A kind of jack-fruit which is borne on the branches of the tree (instead of on the trunk)
  • ଦେ. ବି — [ଦ୍ର—ଏହା ଅନ୍ଯ ଜାତୀୟ ପଣସ ଅପେକ୍ଷା ଉତ୍କୃଷ୍ଟ ଓ ସୁସ୍ୱାଦୁ।]