ଡାଳି କାଠ Ḍāḻi kāṭha

  • ଦେ. ବି. (ସଂ. ଦଳ+କାଷ୍ଠ) — ଯେଉଁ କାଠ ସରୁଆ ଓ ସଳଖ; ଯେଉଁ ଡାଳରେ ଗଣ୍ଠି ନ ଥାଏ — Long slender pieces of wood which consist of branches havinf no warts or joints on them