ଡାମ୍ବର Ḍāmbara

  • ଦେ. ବି. (ସଂ. ଡମ୍ବର=ଆଡ଼ମ୍ବର; ବିଳାସ) — ଶୋଭା — Beauty; grace
  • ଦେ. ବି. (ସଂ. ଡମ୍ବର=ଆଡ଼ମ୍ବର; ବିଳାସ) — ଛତ୍ରାଲମ୍ବ ଜଳଦ ଡାମ୍ବର କୋଟି କୋଟି ସିନ୍ଧୁ ଲହରୀ ଚାମର। ପ୍ରାଚୀ. ରହସ୍ୟମଞରୀ।