ଡାମ୍ଫଣିଆଁ Ḍāmphaṇiāñ

  • ଦେ. ବି. (ସଂ. ଦର୍ଭ) — ଧାନ କିଆରିରେ ହେବା ଏକ ପ୍ରକାର ଲମ୍ବ ଓ ମୁନିଆଁ ଘାସ — A kind of grass growing in the paddy field
  • ଦେ. ବି. (ସଂ. ଦର୍ଭ) — [ଦ୍ର—ଏହା ଆଶ୍ୱିନ ମାସରେ ବିଲରେ ଉଠେ। ଏହାର ଗୋଟିଏ ମାତ୍ର ଟାଣୁଆଁ କାଣ୍ଡ; ଏହା ଏକ ଫୁଟ ବଢ଼େ, ଅଗ ମୁନିଆଁ।]