ଡାଙ୍କୁଣୀ Ḍāṅkuṇī
- ଦେ. ବି. ସ୍ତ୍ରୀ. (ସଂ. ଡାକିନୀ) — ଡାକିନୀ; କାଳୀଙ୍କ ଗଣଭୁକ୍ତା ଅପଦେବତା; ଯୋଗିନୀ — 1. The female attendants of Goddess Kāḻī
- ଦେ. ବି. ସ୍ତ୍ରୀ. (ସଂ. ଡାକିନୀ) — ଡାହାଣୀ — Witch; sorceress
- ଦେ. ବି. ସ୍ତ୍ରୀ. (ସଂ. ଡାକିନୀ) — (ଗାଳିରେ ବ୍ଯବହୃତ) ଦୁଷ୍ଟା ସ୍ତ୍ରୀ — Wicked woman
- ଦେ. ବି. ସ୍ତ୍ରୀ. (ସଂ. ଡାକିନୀ) — ଝାଡ଼ାକଇ ରୋଗ — Cholera
- ଦେ. ବି. ସ୍ତ୍ରୀ. (ସଂ. ଡାକିନୀ) — (ଯଥା—ଡାହାଣୀ ତଳେ ନୋଟ ଦେଖ।)