ଡାକ୍ତର Ḍāktara

  • ବୈଦେ. ବି. (ଇଂ. ଡକ୍ଟର୍) — ପାଶ୍ଚାତ୍ୟ ରୀତିରେ ଚିକିତ୍ସା କରିବା ଚିକିତ୍ସକ — Doctor; allopath
  • ବୈଦେ. ବି. (ଇଂ. ଡକ୍ଟର୍) — [ଦ୍ର—ପଶୁଚିକିତ୍ସକମାନଙ୍କୁ ପଶୁ ଡାକ୍ତର ସ୍ତ୍ରୀ ଚିକିତ୍ସକମାନଙ୍କୁ ଲେଡୀ ଡାକ୍ତର ଓ ଡାକ୍ତରି ବ୍ଯବସାୟ କରୁଥିବା ଦେଶିଲୋକ ମାନଙ୍କୁ ନେଟିଭ୍ ଡାକ୍ତର ବୋଲାଯାଏ।]
  • ବୈଦେ. ବି. (ଇଂ. ଡକ୍ଟର୍) — କୌଣସି ବିଦ୍ୟାରେ (ଯଥା; ଆଇନ୍ ଚିକିତ୍ସାଶାସ୍ତ୍ର, ଦର୍ଶନ, ସାହିତ୍ୟ, ଖ୍ରୀଷ୍ଟାନ୍ଙ୍କ ଧର୍ମଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିବାର ନିଦର୍ଶନସ୍ୱରୂପ ବିଶ୍ୱବିଦ୍ୟାଳୟରୁ ଉଚ୍ଚତମ ଉପାଧି ଲାଭ କରିଥିବା ବ୍ଯକ୍ତି) — Doctor, a person who has got the title of Doctor in law, medicine, theology, divinity etc from a university