ଡାକ୍ତର ଖାନା Ḍāktara khānā

  • ବୈଦେ. ବି. (ଇଂ ଡକ୍ଟର+ଫା, ଖାନା=ସ୍ଥାନ, ଗୃହ) ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳିରେ ଚିକିତ୍ସା କରା ଯିବାର ଆଳୟ; ଚିକିତ୍ସାଳୟ; ହାସପାତାଳ — Hospital
  • ବୈଦେ. ବି. (ଇଂ ଡକ୍ଟର+ଫା, ଖାନା=ସ୍ଥାନ, ଗୃହ) ଯେଉଁ ଠାରେ ରୋଗୀମାନଙ୍କୁ ଔଷଧ ବିତରଣ ବା ବିକ୍ରି କରାଯାଏ; ଔଷଧାଳୟ — Dispensary