ଡାକପୁଆ ବାଟ Ḍākapuā bāṭa

  • ପ୍ରାଦେ (ଗଡ଼ଜାତ) ବି — ଯେଉଁ ଦୂରତା ପର୍ଯ୍ୟନ୍ତ ଡାକ ହେଲେ ଶୁଭିବ; ଡାକେ ବାଟ — The distance upto which a person's loud call can be heard