ଡାକ ହାକ Ḍāka hāka

  • ଦେ. ବି. (ସହଚର ଶବ୍ଦ) — ପ୍ରଭୁଙ୍କ ପ୍ରଦତ୍ତ ଆଦେଶମାନଙ୍କର ପାଳନ — Carrying out of a master's orders
  • ଦେ. ବି. (ସହଚର ଶବ୍ଦ) — ଆହ୍ୱାନ; ଡାକରା — Summons
  • ଦେ. ବି. (ସହଚର ଶବ୍ଦ) — ପାଇକେ ପାଇକଙ୍କୁ ଡାକହାକ କରି—କୃଷ୍ଣସିଂହ. ମହାଭାରତ, ଭୀଷ୍ମ।
  • ଦେ. ବି. (ସହଚର ଶବ୍ଦ) — ପ୍ରଭୁଙ୍କ ପ୍ରଦତ୍ତ ଆଦେଶ ସଙ୍ଗେ ସଙ୍ଗେ ପାଳନ ବା ସମ୍ବାଦ ନେବା ପାଇଁ ନିକଟରେ ଉପସ୍ଥିତ ଭୃତ୍ୟକୁ ଡାକିବା — The call of a master to an crderly to carry out urgent orders
  • ଦେ. ବିଣ — ଡକାଡକି; ପରସ୍ପରକୁ ଡାକିବା ବ୍ଯକ୍ତି (ଗଣ) — (persons) Calling each other