ଡାକ ରେଜେଷ୍ଟରି Ḍāka rejeshṭari

  • ଦେ. ବି. (ଓ. ଡାକ ଓ ଇଂ. ରେଜିଷ୍ଟ୍ରେସନ୍) — ଚିଠି ପତ୍ରାଦି ନିରୂପିତ ସ୍ଥାନରେ ନିଃସନ୍ଦେହ ପହୁଞ୍ଚିବା ପାଇଁ ପ୍ରେରକ ସାଧାରଣ ଡାକମାସୁଲ ଅପେକ୍ଷା ଅଧିକ ମାସୁଲ ଦେଇ ଚିଠି ପଠାଇବା ବିଷୟ ଡାକଘରର ପୁସ୍ତକରେ ଲିପିବଦ୍ଧ କରାଇବା ବିଧି — Postal registration
  • ଦେ. ବିଣ — ଯେଉଁ ପତ୍ର ବା ପାକେଟ୍ ପୋଷ୍ଟଅଫିସରେ ରେଜି— ଷ୍ଟରି କରାଯାଇ ଥାଏ — Registered by post (letter or packet)