ଡାକ ରିସାଲି Ḍāka risāli

  • ଦେ. ବି. (ଓ. ଡାକ+ଆ. ଇର୍ସାଲ୍) — ଡାକଦ୍ୱାରା ଟଙ୍କା ବା ଦ୍ରବ୍ୟାଦିର ପ୍ରେରଣ — Postal remittance
  • ଦେ. ବିଣ — ଡାକରେ ପ୍ରେରିତ (ଟଙ୍କା ଓ ଦ୍ରବ୍ୟ) — (money or article) Remitted by post