ଡାକ ରସିଦ୍ Ḍāka rasid

  • ବୈଦେ. ବି. (ଓ. ଡାକ+ଇଂ. ରିସିଟ୍) — ମନିଅର୍ଡର ବା ରେଜିଷ୍ଟରି ଚିଠି ଆଦି ଡାକ ଘରେ ଅର୍ପଣ କରିବା ବ୍ଯକ୍ତିଙ୍କୁ ପୋଷ୍ଟମାଷ୍ଟର ଯେଉଁ ରସିଦ ଦିଅନ୍ତି — Postal receipt; postal acknowledgement for registererd letters and money orders