ଡାକ ମୁନ୍ସି Ḍāka-munsi

  • ଦେ. ବି. (ଓ. ଡାକ+ ଫା. ମୁନ୍ଶୀ) — ଡାକ ବାବୁ (ଦେଖ) — Ḍāka bābu (See)
  • ଦେ. ବି. (ଓ. ଡାକ+ ଫା. ମୁନ୍ଶୀ) — [ଦ୍ର—ପୋଷ୍ଟମାଷ୍ଟର୍ ଓଡ଼ିଆ ବା ବଙ୍ଗାଳି ହିନ୍ଦୁ ହୋଇଥିଲେ ଲୋକେ ତାଙ୍କୁ ଡାକ ବାବୁ ଏବଂ ମୁସଲମାନ ବା ପଶ୍ଚିମା ହୋଇଥିଲେ ତାକୁ ଡାକୁମୁନ୍ସି ଡାକନ୍ତି।]