ଡାକ ବ୍ୟାଗ୍ Ḍāka byāg

  • ଦେ. ବି. (ଓ. ଡାକ ଇଂ. ବାଗ୍) — ଡାକ ଚିଠି ଆଦି ବାଣ୍ଟିବା ବେଳେ ଯେଉଁ ଥଳିରେ ଡାକବାଲା ଚିଠି ଆଦି ବହନ କରେ — Postman's bag
  • ଦେ. ବି. (ଓ. ଡାକ ଇଂ. ବାଗ୍) — ଡାକ ରନର୍ମାନେ ଏକ ଡାକ— ଘରୁ ଅନ୍ଯ ଡାକଘରକୁ ନେବା ଚିଠିପତ୍ର ଆଦିର ମୁଣି — The bag carried by postal runners
  • ଦେ. ବି. (ଓ. ଡାକ ଇଂ. ବାଗ୍) — ଏକ ଡାକଘରୁ ଅନ୍ଯ ଡାକଘରକୁ ରେଳ, ବଗିଗାଡ଼ି ବା ଜାହାଜ ଆଦିଦ୍ୱାରା ଚିଠି ପତ୍ର ଆଦି ପଠା ଯିବା ପାଇଁ ବ୍ଯବହୃତ ମୁଣି — Mail-bag
  • ଦେ. ବି. (ଓ. ଡାକ ଇଂ. ବାଗ୍) — ଏକ ଡାକଘରୁ ଅନ୍ଯ ଡାକ ଘରକୁ ପ୍ରେରିତ ଟଙ୍କା ଓ ନୋଟ୍ ଆଦି ପଠାଯିବା ପାଇଁ ବ୍ଯବହୃତ ସୁଦୃଢ଼ ଚମଡ଼ାର ଥଳି — Strong leather-bags used for sending money and currency notes from one post office to another