ଡାକ ବାଲା Ḍāka bālā

  • ଦେ. ବି — ଡାକ ପିଅନ — Post-peon
  • ଦେ. ବି — ଡାକ ହରକରା; ଯେଉଁ ବ୍ଯକ୍ତି ଏକ ଡାକଘରୁ ଦୂରବର୍ତ୍ତୀ ଡାକଘରକୁ ପ୍ରେରିତ ଚିଠିପତ୍ର ଓ ପୁଲିନ୍ଦାଆଦି ବହନ କରି ଦଉଡ଼ି ଦଉଡ଼ି ଯାଏ — Postal runner