ଡାକ ବସାଇବା Ḍāka basāibā

  • ଦେ. କ୍ରି — ବାଟ ମଝିରେ ମଝିରେ ଡାକଗାଡ଼ିର ଘୋଡ଼ା ଓ ଡାକସବାରିର ଗଉଡ଼ମାନଙ୍କର ବଦଳାବଦଳି ହେବାର ବନ୍ଦୋବସ୍ତ କରିବା — To arrange for keeping ready relays of horses and bearers at stages