ଡାକ ବଦଳି Ḍāka badaḻi
- ଦେ. ବି — ଡାକ ବୋହିବା ଘୋଡ଼ା ବା ବେହେରା ମାନଙ୍କ ପରିବର୍ତ୍ତନ — Change of relays of horses or palky-bearers at staging places
- ଦେ. ବି — ଜଣେ ଡାକ ରନର୍ ନିର୍ଦ୍ଦିଷ୍ଟ ଦୂରତ୍ୱ ଅତିକ୍ରମ କରିବା ପରେ ପରବର୍ତ୍ତୀ ଦୂରତ୍ୱ ପାଇଁ ନିଯୁକ୍ତ ଡାକ ରନର୍ ତା ଠାରୁ ଡାକ ମୁଣିର ଭାର ଗ୍ରହଣ କରିବା — Change of the post-bag between runners