ଡାକ ବଙ୍ଗଳା Ḍāka baṅgaḻā
- ବୈଦେ. ବି — ଯେଉଁ ବଙ୍ଗଳା ବା କୋଠି ବା ବିଶ୍ରାମାଗାରରେ ଡାକ ବୋହିବା ବେହେରା— ମାନେ ଅପେକ୍ଷା କରନ୍ତି ଓ ମଫସଲ ଗସ୍ତ କରୁଥିବା ସରକାରୀ ଓ ବେସରକାରୀ ଭଦ୍ରଲୋକମାନେ ସାମୟିକ ଆଶ୍ରୟ ନିଅନ୍ତି — Dak bungalow; staging bungalow
- ବୈଦେ. ବି — [ଦ୍ର—ଯେତେବେଳେ ଏ ଦେଶରେ ମଟର ଓ ରେଳଆଦିର ସୁବିଧା ନ ଥିଲା ସେହି ସମୟରେ ରାଜକର୍ମରୀମାନେ ଦୂରସ୍ଥ ସ୍ଥାନକୁ ଯିବା ଆସିବା ପାଇଁ ଡାକସବାରି ବା ଡାକ ଘୋଡ଼ା ବା ଗାଡ଼ି ବ୍ଯବହାର କରୁଥିଲେ। ଡାକବଦଳି ଘୋଡ଼ା ବା ବେହେରା— ମାନେ ଏବଂ ରାଜକର୍ମଚାରୀମାନେ ଆଶ୍ରୟ ନେବା ପାଇଁ 10। 12 ମାଇଲ ଛଡ଼ାରେ ସରକାରୀ ବଙ୍ଗଳାମାନ ଥିଲା; ସେହି ସମୟରୁ ଏ ଡାକବଙ୍ଗଳା ଶବ୍ଦ ଚଳୁଛି।] — [ଦ୍ର—ଯେତେବେଳେ ଏ ଦେଶରେ ମଟର ଓ ରେଳଆଦିର ସୁବିଧା ନ ଥିଲା ସେହି ସମୟରେ ରାଜକର୍ମରୀମାନେ ଦୂରସ୍ଥ ସ୍ଥାନକୁ ଯିବା ଆସିବା ପାଇଁ ଡାକସବାରି ବା ଡାକ ଘୋଡ଼ା ବା ଗାଡ଼ି ବ୍ଯବହାର କରୁଥିଲେ ଡାକବଦଳି ଘୋଡ଼ା ବା ବେହେରା— ମାନେ ଏବଂ ରାଜକର୍ମଚାରୀମାନେ ଆଶ୍ରୟ ନେବା ପାଇଁ10 12ମାଇଲ ଛଡ଼ାରେ ସରକାରୀ ବଙ୍ଗଳାମାନ ଥିଲା; ସେହି ସମୟରୁ ଏ ଡାକବଙ୍ଗଳା ଶବ୍ଦ ଚଳୁଛି]