ଡାକ ପାଣି Ḍāka pāṇi
- ଦେ. ବି — ଯେଉଁ ଅଭିମନ୍ତ୍ରିତ ଜଳର ଶକ୍ତିଦ୍ୱାରା ବିଦେଶ— ପ୍ରସ୍ଥିତ ବ୍ଯକ୍ତି ଉଦ୍ବିଗ୍ନ ହୋଇ ଘରକୁ ଫେରିଆସେ — Enchanted water reputed to have the potency of attracting wanderers back to their homes
- ଦେ. ବି — ଗର୍ଭଣା ସଂକ୍ରାନ୍ତି ଦିନ ବିଲରୁ ଯେଉଁ ପାଣି ନେଇ ମୁଣ୍ଡରେ ଛିଞ୍ଚିବାକୁ ହୁଏ (ଏହା କଲେ ରୋଗ ଆଦି ହୁଏ ନାହିଁ) — Water brought from paddy fields on Garbhaṇā Saṁkrānti and sprinkled over the head