ଡାକ ନୁଟିସ୍, ଡାକ ନୁଟିସି Ḍāka nuṭis(i)

  • ଦେ. ବି. (ଓ. ଡାକ+ଇଂ. ନୋଟିସ୍) — ଏକ ବ୍ଯକ୍ତି ଦ୍ୱାରା ଅନ୍ଯ ବ୍ୟକ୍ତି ନିକଟକୁ ଡାକ ଦ୍ୱାରା ପ୍ରେରିତ ବିଜ୍ଞାପନ — Notice sent by registered post