ଡାକ ଦେହାତି Ḍāka dehāti
- ଦେ. ବି (ଓ. ଡାକ+ଫା. ଦେହାତ୍=ଗ୍ରାମ, ମଫସଲ; ସହରରୁ ଗ୍ରାମକୁ ବା ମଫସଲକୁ ଓ ଗ୍ରାମରୁ ସହରକୁ ଯିବାଆସିବା କରୁଥିବା ଡାକର ବ୍ଯୟ ନିର୍ବାହାର୍ଥ ଏ ଶୁଳ୍କ ଆଦାୟ ହେବାରୁ ସମ୍ଭବତଃ ଏହିନାମ) — ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଡାକ ବା ଚିଠି ନେବା ଆଣିବା ପାଇଁ ଦେଶର ଲୋକଙ୍କଠାରୁ ଗଭର୍ଣ୍ଣମେଣ୍ଟ ପୂର୍ବେ ଯେଉଁ କର ନେଉଥିଲେ — Dak-cess; a cess realised formerly by the Government for maintaining the postal service