ଡାକ ଦେବା Ḍāka debā

  • ଦେ. କ୍ରି — ଡାକ ମାରିବା (ଦେଖ) — Ḍāka māribā (See)
  • ଦେ. କ୍ରି — ନିଲାମରେ ବିକ୍ରି କରା ଯାଉଥିବା ସମ୍ପତ୍ତି ପାଇଁ (କ୍ରୟେଚ୍ଛୁ ବ୍ଯକ୍ତି) ନିଜର ପ୍ରସ୍ତାବିତ ମୂଲ୍ୟ ଉଚ୍ଚୈଃସ୍ୱରରେ ଉଲ୍ଲେଖ କରିବା — To bid at and auction-sale