ଡାକ ଚଉକା Ḍāka chaukā

  • ଦେ. ବି — ଡାକ ଘର (ଦେଖ) — Ḍāka ghara (See)
  • ଦେ. ବି — ଡାକ ଚଉକି, ଡାକଚୌକା, ଡାକଚୌକି ଅନ୍ୟରୂପ — ଡାକ ଚଉକି, ଡାକଚୌକା, ଡାକଚୌକିଅନ୍ୟରୂପ
  • ଦେ. ବି — ଯେଉଁଠାରେ ଡାକ ଦ୍ୱାରା ଯିବା ଆସିବା କରିବା ପାଲିକି ବା ଗାଡ଼ିର ବେହେରା ବା ଘୋଡ଼ାମାନଙ୍କର ବଦଳି ହୁଏ — A place where post- horses or post-bearers are changed
  • ଦେ. ବି — ଯେଉଁଠାରେ ଡାକ ରନର୍ମାନଙ୍କର ବଦଳି ହୁଏ — A place where postal-runners are renewed