ଡାକ ଗାଡ଼ି Ḍāka gāṟḍ̠i

  • ଦେ. ବି — ଯେଉଁ ଗାଡ଼ି, ଶଗଡ଼ ଓ ମଟର ଆଦି ଦ୍ୱାରା ଡାକ ବୁହାଯାଏ — Mail cart; mail- carriage; mail-van
  • ଦେ. ବି — ସାଧାରଣ ଯାତ୍ରୀ ନେବା ରେଳଗାଡ଼ିଠାରୁ ଦ୍ରୁତଗତିରେ ଚାଲିବା ରେଳଗାଡ଼ି, ଯହିଁରେ ସରକାରୀ ଡାକ ମଧ୍ୟ ବୁହାଯାଏ; ମେଲ୍ ଗାଡ଼ି — Mail train; express train