ଡାକ କାଗଜ Ḍāka kāgaja

  • ଦେ. ବି — ଯେଉଁ ଛୋଟଆଡ଼ାର କାଗଜରେ ଚିଠି ଲେଖାଯାଇ ଡାକରେ ପଠା ଯାଏ — Note-paper
  • ଦେ. ବି — [ଦ୍ର—ଏଥିରୁ ଏକ ଫର୍ଦ କାଗଜ ଲଫାଫାରେ ମୁଦାହୋଇ ସାଧାରଣ ଡାକମାସୁଲରେ ସ୍ଥାନାନ୍ତରିତକୁ ପ୍ରେରିତ ହୋଇ ପାରେ ବୋଲି ଏହି ନାମ।]