ଡାକ ଋଷି Ḍāka ṛushi

  • ଦେ. ବି — କେତେକ ପ୍ରବଚନ ରଚୟତା ପ୍ରାଚୀନ ଋଷିଙ୍କ କଳ୍ପିତ ନାମ — Name of a sage reputed to be the author of certain wise saying in rhyme
  • ଦେ. ବି — [ଦ୍ର—ଫଳିତ ଜ୍ୟୋତିଷ, କୃଷି, ଗଣିତ, ଋତୁ, ଶୁଭାଶୁଭ— ଶକୁନ, ବୃଷ୍ଟି, ଆସନ୍ନ ଦୁର୍ଭିକ୍ଷ ଆଦି ସମ୍ବନ୍ଧେ କେତେଗୁଡ଼ିଏ ପ୍ରବଚନ ଡାକ ଋଷିଙ୍କ ଦ୍ୱାରା ରଚିତ ବୋଲି ଜନସାଧାରଣରେ ବିଖ୍ୟାତ। ଏହିପରି ବଚନମାନ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରେ ଓ ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଚଳିବାର ଦେଖାଯାଏ।]