ଡାଇରେକ୍ଟର୍ Ḍāirekṭar
- ବୈଦେ. ବି (ଇଂ) — ଶିଳ୍ପ, କୃଷି ବା ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତୃପକ୍ଷ — The Provincial Head of Education, Industries or Agriculture; Director of Public Instruction; Director of Agriculture
- ବୈଦେ. ବି (ଇଂ) — ଯୌଥ କୋମ୍ପାନୀ ବା ସଂଘର ପରିଚାଳକ ବ୍ଯକ୍ତି — Director of a Company