ଡାଇରି ଫାରମ୍ Ḍāiri phāram

  • ବୈଦେ. ବି (ଇଂ. ଡାଇରି ଫାର୍ମ) — ଗାଈ ପୋଷା ଯାଇ ଯେଉଁଠାରେ ଦୁଧ, ଦହି, ଛେନା, ଲହୁଣୀ, ଘିଅ ଆଦି ବ୍ଯବସାୟଦୃଷ୍ଟିରେ ଆମଦାନି କରାଯାଏ — Dairy-farm