ଡହଳ ବିକଳ Ḍahaḻa bikaḻa
- ଦେ. ବି. (ସଂ. ଦାହାକୁଳ; ସଂ. ଦଗ୍ଧ+ଆକୁଳ) — ପୀଡ଼ାରେ ଅସ୍ଥିର; ପୀଡ଼ାରେ ଅଧୀର — Restless through pain
- ଦେ. ବି. (ସଂ. ଦାହାକୁଳ; ସଂ. ଦଗ୍ଧ+ଆକୁଳ) — ଶୋକାକୁଳ — Afflicted with grief; overcome with sorrow
- ବି. — ପୀଡ଼ାଜନିତ ଆତୁରତା ବା ଅଧୀରତା — Affliction; restlessness due to pain