ଡହକେଇବା Ḍahakeibā

  • ଦେ. କ୍ରି (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ( — ଡହକିବା କ୍ରିୟାର ଣିଜନ୍ତ ରୂପ — The causative from of Ḍahakibā
  • ଦେ. କ୍ରି (ସଂ. ଦହ ଧାତୁ; ସଂ. ଧୁକ୍ଷ ଧାତୁ= ସଂଦୀପନ( — ନିଆଁକୁ ଫୁଙ୍କି ବା ବିଞ୍ଚି ରଡ଼ କରିବା — To fan fire into a blaze; to cause to blaze