ଡରେଇ ହରେଇ Ḍarei harei
- ଦେ. କ୍ରି. ବିଣ. (ସହଚର ଶବ୍ଦ) — ନାନାପ୍ରକାରେ ଭୟ ଦେଖାଇ — By holding out dread
- ଦେ. କ୍ରି. ବିଣ. (ସହଚର ଶବ୍ଦ) — ଅଳି କରି ଡରେଇ ହରେଇ ମୋ ପାଖରୁ ଟଙ୍କା ପଇସା ନିଏ। ଫକୀରମୋହନ. ଗଳ୍ପସ୍ୱଳ୍ପ।
- ଦେ. କ୍ରି. ବିଣ. (ସହଚର ଶବ୍ଦ) — ଧମକା ଚମକା କରି — By repeated threats