ଡରି ମରି Ḍari mari
- ଦେ. କ୍ରି. ବିଣ. (ଡରିବା ଓ ମରିବା କ୍ରିୟାଦ୍ୱୟର ଅସମାପିକ। ରୂପ କ୍ରି. ବିଣ. ରୂପେ ବ୍ଯବହୃତ) — ଅତ୍ୟନ୍ତ ଭୀତ ହୋଇ; ମନରେ ବିଶେଷ ଭୟ ରଖି — With great fear; with a great dread
- ଦେ. କ୍ରି. ବିଣ. (ଡରିବା ଓ ମରିବା କ୍ରିୟାଦ୍ୱୟର ଅସମାପିକ। ରୂପ କ୍ରି. ବିଣ. ରୂପେ ବ୍ଯବହୃତ) — କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. ବିଣ. (ଡରିବା ଓ ମରିବା କ୍ରିୟାଦ୍ୱୟର ଅସମାପିକ। ରୂପ କ୍ରି. ବିଣ. ରୂପେ ବ୍ଯବହୃତ) — ଭୟର କାରଣରୁ — On account of dread