ଡମ୍ଫିବା Ḍamphibā

  • ଦେ. କ୍ରି — ଅତି ରଞ୍ଜିତ କଥା କହିବା — To speak exaggerated stories
  • ଦେ. କ୍ରି — ବାଲିଙ୍ଗି କରିବା; ଗପିବା — To swagger; to brag; to boast