ଡମରୁମଧ୍ୟ Ḍamaru-madhya

  • ସଂ. ବିଣ ପୁଂ (ବହୁବ୍ରୀହି; ଡମରୁ+ମଧ୍ୟ) — ଡମରୁ ପରି ଯାହା ମଧ୍ୟ ବା କଟିଭାଗ ସରୁ — Slender in the middle
  • ବି (ଭୁଗୋଳପରିଭାଷା) — ଯୋଜକ — (Geography) Isthmus