ଡମରୁମଧ୍ୟା Ḍamaru-madhyā

  • ସଂ. ବିଣ. ସ୍ତ୍ରୀ(ବହୁବ୍ରୀହି; ଡମରୁ+ମଧ୍ୟ+ସ୍ତ୍ରୀ ଆ; ଡମରୁର ମଧ୍ୟସ୍ଥଳ ପରି ସରୁ କଟିଦେଶ ଯେଉଁ ସ୍ତ୍ରୀର) — ସରୁକଙ୍କାଳୀ — Slender-waisted (Woman)