ଡମନ୍ Ḍaman

  • ଦେ. ଅ (ଜାହାଜିଆ ଶବ୍ଦ) — (ପାଲଟଣା ଡଙ୍ଗା ବା ଜାହାଜର ପାଲକୁ ତଳକୁ ଟାଣିଦେବା ଆବଶ୍ୟକ ହେଲେ ନାଉରିମାନେ ଏହି ଶବ୍ଦ ବ୍ଯବହାର କରନ୍ତି; ଏହାର ଅର୍ଥ) ପାଲକୁ ତଳକୁ ଟାଣିଦିଅ — (nautical term) Lower the sail