ଡବଲ୍ ଲକ୍ Ḍabal lak
- ବୈଦେ.ବି. (ଇଂ) — ଦୋହରା କୋଲପ; ଜୋଡ଼ି କୋଲପ — Double lock
- ବୈଦେ.ବି. (ଇଂ) — [ଦ୍ର— କୌଣସି ସିନ୍ଦୁକ ବା ବାକ୍ସ ବା ଘରେ ଥିବା ଧନ ବା କାଗଜପତ୍ରକୁ ଅପେକ୍ଷାକୃତ ନିରାପଦ କରିବା ପାଇଁ ସେଠାରେ 2 ଟି କୋଲପ ପଡ଼େ ଓ ଦୁଇ କୋଲପର 2 ଟି ଚାବି ପୃଥକ୍ 2 ଜଣଙ୍କ ଠାରେ ଥାଏ; ଜଣେ କେହି ତାକୁ ଫିଟାଇ ପାରିବେ ନାହିଁ। 2 ଜଣଙ୍କ ରାଜି ହେଲେ ତାହା ଫିଟେ।] — [ଦ୍ର— କୌଣସି ସିନ୍ଦୁକ ବା ବାକ୍ସ ବା ଘରେ ଥିବା ଧନ ବା କାଗଜପତ୍ରକୁ ଅପେକ୍ଷାକୃତ ନିରାପଦ କରିବା ପାଇଁ ସେଠାରେ2ଟି କୋଲପ ପଡ଼େ ଓ ଦୁଇ କୋଲପର2ଟି ଚାବି ପୃଥକ୍2ଜଣଙ୍କ ଠାରେ ଥାଏ; ଜଣେ କେହି ତାକୁ ଫିଟାଇ ପାରିବେ ନାହିଁ2ଜଣଙ୍କ ରାଜି ହେଲେ ତାହା ଫିଟେ]