ଡବଲ୍ ପଇସା Ḍabal paisā

  • ଦେ. ବି. (ଇଂ. ଡବଲ+ଓ. ପଇସା) — ଦୋପଇସି; ଦୋହାରି ପଇସା; ଅଧଅଣା ପରମିତ ତାମ୍ରମୁଦ୍ରା — A copper coin of the value of two pice of 1/2 anna; half-anna bit