ଡଜନ ଦର Ḍajana dara
- ଦେ.ବି. (ଇଂ. ଡଜନ୍ + ଫା. ଦର) — କୌଣସି ପଣ୍ୟ ଦ୍ରବ୍ୟର ପ୍ରତି 12 ଗୋଟାର ମୂଲ୍ୟ ବା କିମତ — କୌଣସି ପଣ୍ୟ ଦ୍ରବ୍ୟର ପ୍ରତି12ଗୋଟାର ମୂଲ୍ୟ ବା କିମତ— Rate per dozen of any ware
- ଦେ.ବି. (ଇଂ. ଡଜନ୍ + ଫା. ଦର) — (ଯଥା— ଗେଞ୍ଜିଗୁଡ଼ିକ ମୁଁ ଡଜନ ଦରରେ କଲିକତାରେ କିଣିବାରୁ ସସ୍ତାରେ ମିଳିଲା।)
- ଦେ.ବି. (ଇଂ. ଡଜନ୍ + ଫା. ଦର) — [ଦ୍ର— ପଣ୍ୟଦ୍ରବ୍ୟ ବେଶି ସଂଖ୍ୟାରେ କିଣିବା ପାଇଁ ଲୋକ— ମାନଙ୍କୁ ଉତ୍ସାହିତ ବା ପ୍ରଲୋଭିତ କରିବା ନିମନ୍ତେ ଦୋକାନୀ— ମାନେ ଉକ୍ତ ଦ୍ରବ୍ୟର ଡଜନ ଦରକୁ ଗୋଟିକିଆ ଦର ଅନୁପାତରେ ସସ୍ତା କରିଥାଆନ୍ତି।]